ଘର ଆଗରେ ଝୋଟି, ଚିତା ପକାଇବାକୁ ଘର ମାଲିକଙ୍କୁ ଅନୁରୋଧ

Jan 7, 2025 - 22:47
 5

ଭୁବନେଶ୍ୱର: ପ୍ରବାସୀଙ୍କୁ ସ୍ବାଗତ କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି ଓଡ଼ିଶା ସରକାର। ଘର ଆଗରେ ଝୋଟି, ଚିତା ପକାଇବାକୁ ଘର ମାଲିକଙ୍କୁ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମଲ୍ ଓ ପେଟ୍ରୋଲ ପମ୍ପ ମାଲିକଙ୍କୁ ମଧ୍ୟ ନିବେଦନ କଲେ ମନ୍ତ୍ରୀ। ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଆଲୋକରେ ସହିବାକୁ ଅନୁରୋଧ କଲେ ମନ୍ତ୍ରୀ।