HMPV ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ: ଜନ ସ୍ବାସ୍ଥ୍ୟ ନିର୍ଦେଶକ

Jan 7, 2025 - 22:48
 4

ଭୁବନେଶ୍ୱର: ଓଡ଼ିଶାରେ HMPV ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଲେ ଜନ ସ୍ବାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର। ମିଶ୍ର କହିବା ଅନୁଯାୟୀ, ଏମ୍ ସ୍ ହସ୍ପିଟାଲ୍ ରେ ଟେଷ୍ଟିଂ ଚାଲିଛି। ଦରକାର ପଡ଼ିଲେ ଟେଷ୍ଟିଂ ସେଣ୍ଟର୍ ସଂଖ୍ୟା ବଢାଯିବ। ବର୍ତମାନ ଏଥିରେ ସେଭଳି କୌଣସି ପରିସ୍ଥିତି ହୋଇନାହିଁ। HMPV ନୂଆ ନୁହେଁ, ଏହା ୨୦୦୧ ରୁ ଚିହ୍ନଟ ହୋଇଥିଲା। ଏହା ସିଜିନାଲ ଭୂତାଣୁ। ତେଣୁ ଭୟ ନକରିବାକୁ ପରାମର୍ଶ ଦିଆଯାଇଛି।