ଓଡ଼ିଶାର ୬ଟି ଜିନିଷକୁ ମିଳିଲା ଜିଆଇ ଟ୍ୟାଗ୍

Sep 1, 2023 - 16:58
 52

ଭୁବନେଶ୍ୱର: ଓଡ଼ିଶାର ୬ଟି ଜିନିଷକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା ଦେଲା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ। ଖଜୁରୀ ଗୂଡ଼, ରାୟଗଡ଼ାର ଲାଞ୍ଜିଆସଉରା ପେଣ୍ଟିଙ୍ଗକୁ ମିଳିଲା ଜିଆଇ ଟ୍ୟାଗ୍। ସେହିପରି ମୟୂରଭଞ୍ଜ ଜିଲ୍ଲାର କାଇପିମ୍ପୁଡ଼ି, ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମିଳିଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲାର ମଗଜି ଓ କୋରାପୁଟର ଧାନକୁ ମିଳିଛି ଜିଆଇ ଟ୍ୟାଗ୍।