ବଭିିƊ ଜଳ ଭŢାରର Ƴତିିଅନୁżାନ କେଲ ଜଳ ସƓଦ ବଭିାଗ ଅତରିିĽ ମଖୁ Ȼ ଶାସନ ସଚବ

ବଷƽା ଜଳ ପରମିାଣକୁଦୃƨିେର ରDž ଫସଲ ପାଇଁ
ଜଳର ସୁଷମ ବŠନ ନମିେŽ ପରାମଶƽ
ଭୁବେନƤର ତା-୦୧.୦୯.୨୦୨୩
ରାଜȻ ଉƊୟନ କମିଶନର ତଥା ଜଳ ସƓଦ ବଭିାଗ ଅତରିିĽ ମୁଖȻ ଶାସନ ସଚବି Ȏୀମତୀ ଅନୁଗଗƽ
ଗୁରୁବାର ଏକ େବଠୖକେର ରାଜȻର ବଭିିƊ ଜଳ ଭŢାରର ସଦȻତମ Ƴିତିଅନୁżାନ କରିଛŽ । ଜଳ ି ସƓଦ
ବଭିାଗେର ଅନୁƪିତ ଏହି େବୖଠକେର ସେବାƽő ଯſୀ, ଜଳେସଚନ, ବଭିାଗୀୟ ଯſୀ ଓ ଅLJକାରୀମାନŋ ସହତି
ଅତରିିĽ ମୁଖȻ ଶାସନ ସଚବି Ȏୀମତୀ ଗଗƽ ମହାନଦୀ, େବତୖରଣୀ ସେମତ ବଭିିƊ Ȅମୁଖ ନଦୀ ଓ ଜଳଭŢାର
େର ଜଳ ପରମିାଣ Ƴିତିସଂପକƽେର ଆେଲାଚନା କରିdžେଲ । ବଭିିƊ ଜିơାେର ଅଦȻାବLJ େହାଇdžବା ବଷƽା
ପରିମାଣ, ନଦୀ, ଜଳଭŢାର ଏବଂ ଜଳେସଚନ ȄକƝଗୁଡକିେର ଜଳ ପରିମାଣର Ƴିତିଅନୁżାନ କରବିା ସହତି
ଜଳେସଚନ ନମିେŽ ଉŵƨି ଉପଲƒ ଜଳକୁଫସଲ ନମିେŽ ଆବଶȻକତା ଅନୁସାେର ବଭିିƊ ଅଂଚଳକୁ ȄƱୁତ
ସମୟ ସ
ୂ
ଚୀ ଆଧାରେର ଜଳ ପରବିŧƽନ (େରାେଟସନାଲ ଇରେିଗସନ) ପŶତିଅବଲମନ ȴ କରିସମାନ ତଥା
ସୁଷମ ଭାବେର ବŠନ କରିବାକୁȎୀମତୀ ଗଗƽବଭିାଗୀୟ ଯſୀ ଓ ଅLJକାରୀମାନŋୁପରାମଶƽ େଦଇଛŽି ।