ଘନ କୁହୁଡ଼ି ଯୋଗୁଁ ଗଛରେ ପିଟି ହେଲା କାର୍, ଜଣେ ମୃତ

Jan 25, 2025 - 20:10
 1
ଘନ କୁହୁଡ଼ି ଯୋଗୁଁ ଗଛରେ ପିଟି ହେଲା କାର୍, ଜଣେ ମୃତ

ପୁରୀ: ଘନ କୁହୁଡ଼ି ଯୋଗୁଁ ଗଛରେ ପିଟି ହେଲା କାର୍। ପୁରୀ ବାଇପାସ୍‌ ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା। କାର୍ ଚାଳକ ସୁନୀଲ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।