ଟ୍ରଲରକୁ ପଛରୁ ଧକ୍କା ଦେଲା ଟ୍ରକ୍

Nov 3, 2023 - 09:14
 6

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ ତୁରୁମୁଙ୍ଗା ନିକଟରେ ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ଭିତରେ ଏକ ଘଣ୍ଟା ଧରି ଚାପିହୋଇ ରହିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲେ।