ପୋଲିସ୍ କୁ ଆକ୍ରମଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଆକ୍ରମଣ

Mar 24, 2024 - 17:33
 5

ବାଙ୍କୀ: କଟକ ଜିଲ୍ଲା ତାଳବସ୍ତ ଫାଣ୍ଡି ପଦବପୁର ନିକଟରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ କାବୁ କଲା ପୋଲିସ୍। ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ପୋଲିସ୍ ଉପରକୁ ତିନି ଥର ମରଣାନ୍ତକ ଆକ୍ରମଣ କରିଥିଲେ। କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ।