ଭୁବନେଶ୍ୱର ଏକ ନମ୍ବର ହାଟରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍ ୧ ହାଟରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ନକଲି ଜର୍ଦ୍ଦା ବିକ୍ରି କରୁଥିବା ଦୁଇ ଜଣ ଦୋକାନୀ ଗିରଫ ହୋଇଛନ୍ତି। କେନ୍ଦୁପତ୍ରରୁ ତିଆରି ହେଉଥିଲା ଜର୍ଦ୍ଦା। ଗୋପାଳ ଜର୍ଦ୍ଦାର ଡବାରେ ନକଲି ଜର୍ଦ୍ଦା ରଖି ବିକ୍ରି କରାଯାଉଥିବା।