ଞ୍ଜେଇ ଚାଲାଣ ଅଭିଯୋଗରେ ଦମ୍ପତି ଗିରଫ
ସୁବର୍ଣ୍ଣପୁର: ସୋନପୁର - ବିନିକା ରାସ୍ତା କର୍ତ୍ତଙ୍ଖ ଛକରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି। ମଧ୍ୟପ୍ରଦେଶର ଦମ୍ପତିଙ୍କୁ ଗିରଫ କଲେ ସୁବର୍ଣ୍ଣପୁର ଅବକାରୀ ବିଭାଗର ଟିମ୍। ଏକ ଗାଡ଼ିରେ ମିଡିଆ ଲେଖି ବୌଦ୍ଧ ଜିଲ୍ଲାରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା ବେଳେ ଚଢ଼ାଉ ହୋଇଥିଲା।