ଉଜ୍ଜ୍ୱଳା ଗ୍ୟାସ୍ ରେ ୩୦୦ ସବସିଡି

ଭୁବନେଶ୍ୱର: କମିଲା ଉଜ୍ଜ୍ୱଳା ଗ୍ୟାସ୍ ସିଲିଣ୍ଡର୍ ଦର। ଉଜ୍ଜ୍ୱଳା ହିତାଧିାରୀଙ୍କ ପାଇଁ ସବସିଡି ବୃଦ୍ଧି କଲେ କେନ୍ଦ୍ର ସରକାର। ପ୍ରତି ସିଲିଣ୍ଡରରେ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ୩୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଆଯାଇଛି ନିଷ୍ପତ୍ତି।