ୱିନର ଆସୋସିଏସନ୍ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ବିଷୟରେ ଆଲୋଚନା

Oct 3, 2023 - 18:38
 10
ୱିନର ଆସୋସିଏସନ୍ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ବିଷୟରେ ଆଲୋଚନା

ଭୁବନେଶ୍ୱର: ୱିନର ଆସୋସିଏସନ୍, ସହିଦନଗର ର ସମସ୍ତ ସଦସ୍ଯ ମାନେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ୧ ମିନିଟ ନୀରବ ପ୍ରାର୍ଥନା କରି ସଦସ୍ୟ ମାନେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଗାନ୍ଧୀଜୀ ଙ୍କ ମାନବିକତା ର ମନ୍ତ୍ର, ନୀତି ଓ ଆଦର୍ଶ ଆମ ଜୀବନର ପଥ ପ୍ରଦର୍ଶକ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟ ଯବାନ, ଜୟ କିଶାନ, ନାରାରେ ଦେଶ କୁ ଆତ୍ମନିର୍ଭରଶିଲ ପାଇଁ ତାଙ୍କର ପ୍ରେରଣା ଦାୟକ ପ୍ରୟାସ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ୱିନର ଆସୋସିଏସନ ସଦସ୍ୟ ମାନେ କହିଛନ୍ତି।