ପାରାଦୀପ ଜାହାଜରୁ ସନ୍ଦେହଜନକ ପ୍ୟାକେଟ ଜବତ

Dec 1, 2023 - 17:24
 8
ପାରାଦୀପ ଜାହାଜରୁ ସନ୍ଦେହଜନକ ପ୍ୟାକେଟ ଜବତ

ପାରାଦୀପ: ପାରାଦୀପ ଜାହାଜରୁ ସନ୍ଦେହଜନକ ପ୍ୟାକେଟ ଜବତ କରାଯାଇଛି। PICT ବର୍ଥରେ ଲାଗିଥିବା ଜାହାଜରୁ ୮ଟି ପ୍ୟାକେଟ ଜବତ ହୋଇଛି। ଷ୍ଟିଲ୍ ପ୍ଲେଟ୍ ଆଣି ଆସିଥିବା ଦେବୀ ନାମକ ଜାହାଜରୁ ଜବତ ହୋଇଥିବା ଜଣାପଡ଼ିଛି। ଜାହାଜ ଇଣ୍ଡୋନେସିଆ ଗ୍ରେସିକ ବନ୍ଦର ଦେଇ ଆସିଥିଲା। ପ୍ୟାକେଟ ଗୁଡ଼ିକରେ ନିଶାଦ୍ରବ୍ଯ ଥିବା ସନ୍ଦେହ କରାଯାଉଛି।