ଭୁବନେଶ୍ୱରରେ ବେଆଇନ ମଦ ଜବତ

Dec 3, 2023 - 14:48
 7

ଭୁବନେଶ୍ୱର: ବେଆଇନ ମଦ କାରବାର ଚାଲିଥିବା ଅଭଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଥିବା ଏକ କୋଠାରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଘଟଣାସ୍ଥଳରୁ ୫ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଭୁବନେଶ୍ବରର ବିଭନ୍ନ ସ୍ଥାନରେ ନିଶା କାରବାର ରୋକିବା ପାଇଁ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଅବକାରୀ ବିଭାଗର ଅଧିକାରୀ।