ଚଳନ୍ତା କାର୍ ଉପରକୁ ଗୁଳିମାଡ଼
ପାଟନା: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଟୋଲ୍ ପ୍ଳାଜା ନିକଟରେ ଏକ ଚଳନ୍ତା କାର୍ ପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ବିପୁଳ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ଆସି ଲୁଟ୍ କରିଛନ୍ତି। ରାଜପଥ ଉପରେ ଏକ କାର୍ ଯାଉଥିବା ବେଳେ କରିଛନ୍ତି ଗୁଳିମାଡ଼। ଏହି ଗୁଳିମାଡ଼ ପରେ ଏସ୍ କେ ଅହମଦଙ୍କ ଠାରୁ ୨୭ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରାମାନେ ।ବୋଲେରୋ ଏବଂ ବାଇକରେ ଆସି ଲୁଟ୍ କରିଛନ୍ତି।