ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର
ପୁରୀ: ପୁରୀ ଶ୍ରୀଜଗନ୍ନାଥ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ପିପିପି ମୋଡ୍ ରେ ୨୨୦୩ କୋଟି ଟଙ୍କାର ଟେଣ୍ଡର ଇଡକୋ ପକ୍ଷରୁ ଆହ୍ବାନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନଯାୟୀ, ୧୦୯୫ ଦିନରେ କାମ ସାରିବା ଲକ୍ଷ ରହିଛି। ଫେବୃଆରୀ ୨୧ ତାରିଖରୁ ଅନଲାଇନ୍ ରେ ହେବ ଟେଣ୍ଡର। ଏପ୍ରିଲ ୨୧ ରେ ଖୋଲାଯିବ ଟେଣ୍ଡର।