ମାଲକାନଗିରିରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

Apr 3, 2024 - 16:18
 47
ମାଲକାନଗିରିରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ପୋଲିସ୍ ଦ୍ଵାରା ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ। ଆନ୍ଧ୍ର - ଓଡ଼ିଶା ସୀମାନ୍ତ କାଲିମେଳା ଜଙ୍ଗଲରୁ ଜବତ କରାଯାଇଛି ସାମଗ୍ରୀ। ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ ହୋଇଥିଲା ଚଢ଼ାଉ।