କାର୍ ରୁ ସାଢେ଼ ୪ ଲକ୍ଷ ଟଙ୍କା ଜବତ

Apr 10, 2024 - 23:47
 9

କୋରାପୁଟ: କୋରାପୁଟ ଜିଲ୍ଲା ଡିଡି ଘାଟିରୁ ସାଢେ଼ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଚେକିଂ ବେଳେ ଫ୍ଲାଇଙ୍ଗ ସ୍କୁଆଡ୍ ଦ୍ଵାରା ଏକ କାର୍ ରୁ ଟଙ୍କା ଜବତ କରାଯାଇଛି। ଲକ୍ଷ୍ମୀପୁର ରୁ ଦାମନଯୋଡି ଯାଉଥିଲା ଟଙ୍କା। ଧରାପଡ଼ିଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଅଧିକାରୀଙ୍କ ହସ୍ତାନ୍ତର ଦେଲା ସ୍କୁଆଡ୍।