ବୌଦ୍ଧରେ ଦୁଇ ମାଓବାଦୀ ମୃତ

Apr 25, 2024 - 22:16
 49

ବୌଦ୍ଧ: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ସ୍ପେଶାଲ୍ ଅପରେସନ ଗ୍ରୁପ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଓ କିଛି ମାଓ ସାମଗ୍ରୀ ଜବତ କରାଯାଇଛି।