ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ୍ ଫାଲକେ ପୁରସ୍କାର

ଭୁବନେଶ୍ୱର; ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ୍ ଫାଲକେ ପୁରସ୍କାର। ପୁରସ୍କାର ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଆସ୍ଵୀନି ବୈଷ୍ଣବ। ଅକ୍ଟୋବର ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ସମ୍ମିଳନୀରେ ଦିଆଯିବ ଏହି ପୁରସ୍କାର। ଭାରତୀୟ ଚଳଚ୍ଚିତ୍ରରେ ବିଶିଷ୍ଟ ଅବଦାନ ପାଇଁ ମିଥୁନ ପାଇବେ ପୁରସ୍କାର।