୮୧ ବର୍ଷରେ ବିଗ୍ ବି

Oct 12, 2023 - 03:13
 19

ଭୁବନେଶ୍ୱର: ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଫ୍ୟାନ୍ସ ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ଅମିତାଭ ବଚ୍ଚନ। ଫ୍ୟାନ୍ସଙ୍କ ଦାବି ବିଗ୍ ବିଙ୍କୁ ମିଳୁ ଭାରତରତ୍ନ।