ହାଇୱା ଧକ୍କାରେ ଭାଙ୍ଗିଲା ଆମ୍ବୁଲାନ୍ସ

Oct 12, 2023 - 03:11
 6

କେନ୍ଦୁଝର: ହଇୱା ଧକ୍କାରେ ଏକ ଆମ୍ବୁଲାନ୍ସ ଭାଙ୍ଗିଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଟି କଟକରୁ ରୋଗୀ ଛାଡ଼ି ଫେରୁଥିବା ସମୟରେ ଘଟିଛି ଏହି ଘଟଣା।