ହାତୀ ଆକ୍ରମଣରେ ୨ ମୃତ

Dec 8, 2023 - 05:48
 136

ଅନୁଗୁଳ: ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ସରଧାପୁର ଓ ଛେଳିଆପଡ଼ା ଗାଁର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଦୁଇଟି ଘଟଣାର ତଦନ୍ତ ଆରମ୍ଭ ହୋଇଛି।