ବନ୍ଦେ ଭାରତ ଟ୍ରେନ୍ କୁ ପଥର ମାଡ଼

Mar 26, 2025 - 22:43
 8

ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୁରୀ - ରାଉଲକେଲା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। କଳୁଙ୍ଗା ରେଳ ଷ୍ଟେସନ୍ ଦେଇ ଯାଉଥିବା ବେଳେ ପଥର ମାଡ଼ ହୋଇଥିବା ସୂଚନା। ଟ୍ରେନ୍ ର ୨ଟି କୋଚ୍ ର ଝରକା କାଚ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।