ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

Dec 23, 2023 - 16:43
 97

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କରୋନା। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ଏହା ନୂଆ ଭାରିଆଣ୍ଟ କି ନାହିଁ ଜେନମ୍ ସିକୁଏନସିଂ ପରେ ଜଣାପଡ଼ିବ। ଡିସେମ୍ବର ୩ ତାରିଖରେ ରାଜ୍ୟରେ ଶେଷ ଥର ପାଇଁ ପଜିତିଭ ଚିହ୍ନଟ ହୋଇଥିଲେ।