"କଳିଙ୍ଗ ସ୍ପୋଟିଂ କ୍ଲବ"ର ଯୁବ ଶାଖାର ଶୁଭାରମ୍ଭ

Dec 30, 2023 - 17:46
 129
"କଳିଙ୍ଗ ସ୍ପୋଟିଂ କ୍ଲବ"ର ଯୁବ ଶାଖାର ଶୁଭାରମ୍ଭ

ଭୁବନେଶ୍ୱର: (ଶୁଭେନ୍ଦ୍ର ଶତପଥୀ)ସ୍ଥାନୀୟ ଜୟ ଦେବ ଵାଟିକା ଠାରେ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ'କଳିଙ୍ଗ ସ୍ପୋଟିଂ କ୍ଲବ'ର ପ୍ରତିଷ୍ଠାତା ସାଧାରଣ ସମ୍ପାଦିକା ସୁବ୍ରତା ବନ୍ଦୋପାଧ୍ୟୟଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଙ୍ଗଠନର ଯୁବ ଶାଖାର ସଭାପତି ଜୀବନ ସେନାପତି,ଉପସଭାପତି ଶ୍ରୀନିବାସ ବାରିକ,ସମ୍ପାଦିକା ଶୁଭଲଷ୍ମୀ ସାମନ୍ତରା, କୋଷାଦକ୍ଷ ସୂର୍ଯ୍ୟ ଶଙ୍କର ମୁଖାର୍ଜୀ ନୂତନ କର୍ମକର୍ତ୍ତା ଭାବେ ଚୟନ କରାଯାଇଛି l ଉକ୍ତ ବୈଠକରେ ସଂମ୍ମାନୀତ ଅତିଥି ସ୍ୱେଚ୍ଛାସେବୀ ବନ୍ଦନା ଦାସ କାନୁନଗୋ ଯୋଗଦେଇଥିଲେ l "କେ ଏସ ସି"ର ସଭାନେତ୍ରୀ ନର୍ମଦା ଶତପଥୀ,ଉପ ସଭାନେତ୍ରୀ ଡେଜି ଶତପଥୀ,କୋଷାଦକ୍ଷ ପ୍ରବୀଣା ମିଶ୍ର ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ମିଶ୍ର,ସୌଦାମିନୀ ଜେନା ଓ ଅୟଦ ଅଂଶର ଅଲ୍ଲି ଉପସ୍ଥିତ ରହି କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ।