ସ୍ୱାମୀର ବେକ କାଟିଲା ସ୍ତ୍ରୀ

Feb 18, 2024 - 20:16
 73

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରୀଗୁଡ଼ା ଗାଁରେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ବେକ କାଟିଦେଇଥିବା ଖବର ସାମ୍ନାକୁ ଆସିଛି। ପାରିବାରିକ କଳହରୁ ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ବେକ ଛୁରିରେ କାଟିଥିବା ଜଣାପଡ଼ିଛି। ଗୁରୁତର ରୋହିତ ପାତ୍ର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।