ଫେବୃଆରୀ ୨୮ ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ

Feb 26, 2024 - 15:29
 8
ଫେବୃଆରୀ ୨୮ ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ

ଭୁବନେଶ୍ଵର: ଫେବୃଆରୀ ୨୮ ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ। ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଓ କୃଷି ଭବନ ପରିଦର୍ଶନ କରିବେ ବିଲ୍ ଗେଟ୍ସ। ଗସ୍ତ ପୂର୍ବରୁ ଓଡ଼ିଶାରେ ଚାଷୀଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। କୃଷିରେ ଉନ୍ନତି ପାଇଁ ୨୦୧୭ ରେ ମେଲିଣ୍ଡା ଫାଉଣ୍ଡେସନ ସହ ଓଡ଼ିଶା ସରକାର ଚୁକ୍ତି କରିଥିଲେ।