ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ପରୀକ୍ଷଣ

Mar 12, 2024 - 00:04
 9

ବାଲେଶ୍ଵର: ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ପରୀକ୍ଷଣ ହୋଇଛି। ୨୫ତମ ଭର୍ସନର ପରୀକ୍ଷଣ କରାଯାଇଛି। ୫ ହଜାର କିମି ଲକ୍ଷ୍ୟଭେଦ କ୍ଷମତା ଅଗ୍ନି-୫ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି। ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି। ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ ମିଜାଇଲ୍‌ ପରୀକ୍ଷଣ ନେଇ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।