ସଫେଇ କର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

Mar 13, 2024 - 22:22
 8

ଭୁବନେଶ୍ବର: ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୨ ଦିନରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ। ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଭୁବନେଶ୍ୱର ରେ ଆନ୍ଦୋଳନ କରିଥିଲେ।