ପୋଖରୀରେ ବୁଡ଼ିଗଲେ ୨ ଭଉଣୀ

Apr 25, 2024 - 22:06
 7

କୋଣାର୍କ: ପୋଖରୀରେ ବୁଡ଼ି ୨ ସଂପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ଗୋପ ଥାନା ଡଭାର ଗାଁରେ ଗାଧୋଇବା ବେଳେ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ୧୨ ଓ ଅନ୍ୟ ଜଣେ ୯ ବର୍ଷର ହୋଇଥିବା ସୂଚନା।