ରାସ୍ତା କଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ
ଖଲ୍ଲିକୋଟ : ରାସ୍ତା କଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ। ଗଞ୍ଜାମ ଖଲ୍ଲିକୋଟ ବଡ଼ଘାଟି ନିକଟରେ ଘଟିଛି ଦୁର୍ଘଟଣା। ତେଲେଙ୍ଗାନାରୁ ମାଲ ନେଇ ଖଲ୍ଲିକୋଟ ଦେଇଯାଉଥିଲା ବେଳେ ଘଟିଛି ଏହି ଘଟଣା। ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।