ବାଲେଶ୍ଵରରେ ଗୁଳିକାଣ୍ଡ

Sep 11, 2023 - 18:18
 5
ବାଲେଶ୍ଵରରେ ଗୁଳିକାଣ୍ଡ

ବାଲେଶ୍ବର: ବାଲେଶ୍ଵର ସହର ସୋଭାରାମପୁରରେ ଗୁଳିକାଣ୍ଡ ହୋଇଛି। ଗୁଳିମାଡ଼ରେ ବିନୋଦ ବେହେରା ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।