ପୂର୍ବତନ ଶିକ୍ଷୟିତ୍ରୀଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଡ଼ନୂଆଗାଁ ଉପ୍ରା ବିଦ୍ୟାଳୟ ପୂର୍ବତନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ୩ ବର୍ଷ ଜେଲ୍। ୨ଟି ମମଲାରେ ଦଣ୍ଡାଦେଶ କଲେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ। ଗୋଟିଏ ରେ ୩ ବର୍ଷ ଓ ଅନ୍ୟଟିରେ ୨ ବର୍ଷ ଜେଲ୍। ଉଭୟ ଜେଲ୍ ଦଣ୍ଡାଦେଶ ଏକ ସମୟରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ୨୦୧୩ରେ ଲାଞ୍ଚ ନେଇ ଧରାପଡ଼ିଥିଲେ ବାସନ୍ତୀ।