ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ ନେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ
ପୁରୀ: ପୁରୀ ଶ୍ରୀମନ୍ଦିର ବାହାରୁ ଲାଇଟ୍ କାଢ଼ି ନେବା ଘଟଣାରେ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା। ପୁରୀ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଶ୍ରୀମନ୍ଦିର ବାହାରୁ ପ୍ରାୟ ୫୦୦ ଫୋକସ୍ ଲାଇଟ୍ ଖୋଲି ଦିଆଯାଇଥିଲା।