ଭାଙ୍ଗିଲା ମାଲକାନଗିରି ବିମାନବନ୍ଦର ପାଚେରୀ

Jun 8, 2024 - 11:33
 57
ଭାଙ୍ଗିଲା ମାଲକାନଗିରି ବିମାନବନ୍ଦର ପାଚେରୀ

ମାଲକାନଗିରି: ଭାଙ୍ଗିଲା ମାଲକାନଗିରି ବିମାନବନ୍ଦରର ପାଚେରୀ। ଗତକାଲି ଲଗାଣ ବର୍ଷାରେ ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ପାଚେରୀ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ବର୍ଷକ ତଳେ ମଧ୍ୟ ବିମାନବନ୍ଦରର ପାଚେରୀ ଭାଙ୍ଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବାରମ୍ବାର ଏହି ପାଚେରୀ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।