ନୟାଗଡ଼ରୁ କଲରାପତରିଆ ବାଘଛାଲ ଜବତ
ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଦ୍ଵାରା ଦୁଇ ଜଣ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ନୟାଗଡ଼ ଦଶପଲ୍ଲାରୁ ଅଭିଯୁକ୍ତଙ୍କ ଠାରୁ କଲରାପତରିଆ ବାଘଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରି ପାଇଁ ହୋଇଥିଲା ଡିଲ୍।
fingerprint news b... Feb 21, 2025 112
fingerprint news b... Nov 20, 2024 96
fingerprint news b... Oct 5, 2024 100
fingerprint news b... Mar 13, 2025 87
fingerprint news b... Jan 10, 2025 91
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଦ୍ଵାରା ଦୁଇ ଜଣ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ନୟାଗଡ଼ ଦଶପଲ୍ଲାରୁ ଅଭିଯୁକ୍ତଙ୍କ ଠାରୁ କଲରାପତରିଆ ବାଘଛାଲ ଜବତ କରାଯାଇଛି। ୧୦ ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରି ପାଇଁ ହୋଇଥିଲା ଡିଲ୍।
fingerprint news b... Mar 13, 2025 49
fingerprint news b... Mar 20, 2025 55