ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ

Nov 20, 2023 - 11:27
 8
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ

ପୁରୀ: ଆଜି ପୂରୀ ଶ୍ରୀମନ୍ଦିରରେ ଅନଷ୍ଠିତ ହୋଇଛି ମହାପ୍ରଭୂଙ୍କ ହରିହର ବେଶ। ଅବକାଶ ନୀତି ପରେ ହୋଇଛି ବେଶ । ୩୨ ପ୍ରକାର ସୁନା ଅଳଙ୍କାରରେ ସଜେଇ ହୋଇଛନ୍ତି ଠାକୁର। ଏହି ବେଶରେ ବଡ଼ଠାକୁର ଅଧା ଧଳା ଓ ଅଧା କଳା ଦେଖାଯାଆନ୍ତି।