ଭୁବନେଶ୍ବରରେ ୩୦୦ କେଜି ଗଞ୍ଜେଇ ଜବତ

Feb 12, 2024 - 18:11
 50

ଭୁବନେଶ୍ୱର: ଭୁବନେଶ୍ବରରେ ୩୦୦ କେଜି ଗଞ୍ଜେଇ ଜବତ ହୋଇଛି। ପିତପଲି ରୁ ଗୋଡ଼ାଇ ପାହାଳ ରୁ ଗଞ୍ଜେଇ ସହ ତିନି ଜଣ ବ୍ୟକ୍ତିଙ୍କୁ ଧରିଲା ସ୍ଵତନ୍ତ୍ର କ୍ରାଇମ୍ ୟୁନିଟ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା।