ମୋ ବସ୍‌ କୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୬ ଆହତ

Jun 8, 2024 - 22:35
 104

କଟକ: ମୋ ବସ୍‌ କୁ ପଛରୁ ଧକ୍କା ଦେଲା ଟ୍ରକ୍। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି। କଟକ ପ୍ରତାପନଗରୀଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।