୨ କର୍ଟ ଅଫ୍ ମାର୍କ ପ୍ରକାଶ; ସବୁଠୁ ଆଗରେ ରେଭେନ୍ସା
ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ ରହିଛି। ରେଭେନ୍ସା ବିଜ୍ଞାନ ୯୧.୫୦%, ବାଣିଜ୍ୟ ୭୭% ଓ କଳା ୭୫.୧୭% ଥିବା ଜଣାପଡ଼ିଛି। ବିଜେବି ବିଜ୍ଞାନ ୮୭%, ବାଣିଜ୍ୟ ୭୦% ଓ କଳା ୭୨.୩୩% ରହିଥିବା ସୂଚନା ମିଳିଛି।