ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ; ୨ ମୃତ, ଅନେକ ଆହତ

Jul 30, 2024 - 16:45
 36
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ; ୨ ମୃତ, ଅନେକ ଆହତ

ମୁମ୍ବାଇ: ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ_ଲାଇନଚ୍ୟୁତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ରାଜଖରସୁଆଁରେ ଏହି ଦୁର୍ଘଟଣା ଘଟିଛି। ଆଜି ଭୋଟ ୩.୪୫ରେ ଲାଇନଚ୍ୟୁତ ହୋଇଥିଲା ଟ୍ରେନ୍ ର ୧୮ଟି ବଗି।