ଶିକାରୀ ଓ କାଠ ମାଫିଆମୁକ୍ତ ହେବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ

Jul 30, 2024 - 16:46
 21

ଭୁବନେଶ୍ୱର: ଶିକାରୀ ଓ କାଠ ମାଫିଆମୁକ୍ତ ହେବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ CRPF ଯବାନଙ୍କ ମିଳିତ କମ୍ବିଂ ଅପରେସନ । କମ୍ୱିଂ ରେ ସାମିଲ ହେବେ ୪୫୦ CRPF ଯବାନ । ୧୨ ଦିନ ଧରି ଚାଲିବ ଅପରେସନ।