ଦୁଇ ଓ ଏ ଏସ୍ ଅଧିକାରୀଙ୍କ ବଦଳି

Aug 12, 2024 - 22:51
 7

ଭୁବନେଶ୍ୱର: ଓଡ଼ିଶାରେ ଦୁଇ ଜଣ ଓ ଏ ଏସ୍ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର। ରଞ୍ଜିତ ପରିଡ଼ା ହେଲେ ଉପମୂଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କ ଅଫିସର୍ ଅନ୍ ସ୍ପେଶିଆଲ ଡ୍ୟୁଟି (ଓଏସ୍ ଡି)। ଅମିୟ ରାଉତ ହେଲେ ବିଧାନସଭା ମୁଖ୍ୟ ସଚେତକଙ୍କ ବ୍ୟକ୍ତିଗତ ସଚିବ। ମୋ କଲେଜ୍ ଓ ଉଚ୍ଚଶିକ୍ଷା ବିଭାଗର ସି ଇ ଓ ଥିଲେ ଅମିୟ ରାଉତ।