ଦୁର୍ନୀତି ବିଷୟରେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ: ଜଷ୍ଟିସ ଅରିଜିତ ପଶାୟତ
କଟକ: କଳାଧନ ଏସ୍ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହୋଇପାରିବ। ଦୁର୍ନୀତି ବିଷୟରେ ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ଉପରେ ରୋକ୍ ଲଗାଇବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି ଜଷ୍ଟିସ ପଶାୟତ। ସେ ଆହୁରି କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ