ଭୁବନେଶ୍ଵରର ଘରୋଇ ଶିକ୍ଷାନୁଷ୍ଠାନରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ

Feb 17, 2025 - 22:25
 2

ଭୁବନେଶ୍ୱର: ଭୁବନେଶ୍ବର ପଟିଆ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଛାତ୍ରଛାତ୍ରୀ ଉନ୍ମକ୍ତକାଣ୍ଡ କରିଛନ୍ତି। କ୍ୟାମ୍ପସ ଭିତରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ।