ମାଓ ପ୍ରବଣ ଅଞ୍ଚଳରେ ବନ୍ଦ ହେଲା ଫିଲ୍ମ ସୁଟିଂ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ବନ୍ଦ ହେଲା ଫିଲ୍ମ ସୁଟିଂ। ଖପ୍ରାଖୋଲରେ ଚାଲିଥିଲା ଏକ ଓଡ଼ିଆ ଫିଲ୍ମର ସୁଟିଂ। ସଂପୃକ୍ତ ଅଞ୍ଚଳରେ ମାଓ ଗତିବିଧି ଲାଗି ରହିଥିବାରୁ ସୁଟିଂ ପାଇଁ ବାରଣ କରାଯାଇଛି। ସତର୍କ ସହ ବାରଣ କଲା ଓଡ଼ିଶା ପୋଲିସର ଗୁଇନ୍ଦା ବିଭାଗ। ଗୁଇନ୍ଦା ବିଭାଗର ସତର୍କ ସୂଚନା ପରେ ବନ୍ଦ ହେଲା ସୁଟିଂ।