ପୁରୀରେ ଭୂମିକମ୍ପ ଅନୁଭୂତ

Feb 17, 2025 - 22:25
 2

ପୁରୀ: ଦିଲ୍ଲୀ ପରେ ଓଡ଼ିଶାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୮ଟା ୦୨ ମିନିଟରେ ପୁରୀରେ ୪.୭ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ସମେତ ବିହାର, ହରିୟାଣାରେ ବି ଭୂମିକମ୍ପ ହୋଇଛି। ସକାଳ ୫ଟା ୩୬ରେ ନୂଆଦିଲ୍ଲୀରେ କମ୍ପନ ହୋଇଥିଲା।