ବଡ଼ଦାଣ୍ଡରେ ଭକ୍ତଙ୍କ ଉପରେ ଚଢ଼ିଗଲା କାର୍

Aug 29, 2024 - 22:52
 9

ପୁରୀ: ପୁରୀ ବଡ଼ଦାଣ୍ଡରେ ଜଣେ ଭକ୍ତଙ୍କ ଉପରେ ଚଢ଼ିଗଲା କାର୍। ମାଉସୀମା ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା। ରାସ୍ତା ଉପରେ ବସିଥିବା ବେଳେ ଭକ୍ତଙ୍କ ଉପରେ କାର୍ ଚଢ଼ିଯାଇଥିବା ସୂଚନା। ଭକ୍ତଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାପଡ଼ିଛି।