ନାବାଳକ ଉଦ୍ଧାର

Aug 30, 2024 - 12:40
 5

ତେଲକୋଇ: କେନ୍ଦୁଝର ଜିଲ୍ଲାରେ ମୁର୍ମୂଷୁ ଅବସ୍ଥାରେ ଜଣେ ୧୨ ବର୍ଷର ବାଳକ ଉଦ୍ଧାର ହୋଇଥିବା ସୂଚନା। କରତାଙ୍ଗି ଗାଁରେ ଘର ନିକଟ ବୁଦା ମୂଳରୁ ବାଳକ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୨୭ରେ ଅପହରଣ ନେଇ ଥାନାରେ ଏତଲା କରିଥିଲେ ପରିବାର ଲୋକେ। ପଡ଼ୋଶୀ ମହିଳାଙ୍କ ବିରୋଧରେ ଅପହରଣ ଅଭିଯୋଗ ଆଣିଥିଲେ।