ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ଟ୍ରେନ୍
ଭୁବନେଶ୍ୱର: ଭୁବନେଶ୍ବରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ଵତନ୍ତ୍ର ଆସ୍ଥା ଟ୍ରେନ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ରେ ସ୍ଵତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାମଲାଲାଙ୍କ ଦର୍ଶନ କରିବାକୁ ଟ୍ରେନ୍ ରେ ଅଯୋଧ୍ୟା ଗଲେ ଭକ୍ତ।